ଭୁବନେଶ୍ୱର(୨୧/୦୯,ପିପିଏଲ୍ ନ୍ୟୁଜ୍) : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି କେନ୍ଦ୍ର ବିତ୍ତମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମଣ ଙ୍କ ସହ ସାକ୍ଷତ କରି ୩ ଟି ଆସୋସିଏସନ Odisha-UCO Bank Retirees, EPF Pensioners and NABARD Retired employees ର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ ଆଲୋଚନା କରି ସାହାର୍ଯ୍ୟ କାମନା କରିଥିଲେ । ବିତ୍ତ ମନ୍ତ୍ରଣାଳୟ ଏହି ସମସ୍ୟା ଗୁଡିକ ସମାଧାନ ଦିଗରେ ଅବଶକୀୟ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି ବୋଲି ସୁଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା
