ଆସନ୍ତୁ ଜାଣିବା ଗହମ ଘାସର ଉପକାରିତା ବିଷୟରେ ।

-ଗହମ ପତ୍ର ରସରେ ଭିଟାମିନ୍ ‌’ବି’, ‘ସି’ ଓ ‘ଇ’ ପ୍ରଚୁର ମାତ୍ରରେ ଭରି ରହିଥାଏ । ଯାହା ଫଳରେ ଏହି ପତ୍ରର ରସ ଦେହ ପାଇଁ ଭଲ ।କୋଷ୍ଠକାଠିନ୍ୟ,ଏସିଡିଟି,କାଶ,ବ୍ଲଡ୍ ପ୍ରେସର୍ ଭଳି ସମସ୍ୟା ଥିଲେ ଏହି ରସ ଭଲ କାମ କରିଥାଏ ।ଶରୀରରେ ହେଉଥିବା ଦୁର୍ଗନ୍ଧକୁ ରୋକିବା ସହ, ଏହି ରସ ସେବନ କଲେ ଚେହେରାରେ ବାର୍ନ୍ଧକ୍ୟ ଶୀଘ୍ର ଦେଖାଯାଏ ନାହିଁ ।ଡାଇବେଟିସ୍ ରୋଗୀ ମଧ୍ୟ ଏହାକୁ ପ୍ରତିଦିନ ସେବନ କରିପାରିବେ ।

ରିପୋର୍ଟ-ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *