ଉପନିର୍ବାଚନ ପାଇଁ ବିଜେଡି ତରଫରୁ ପ୍ରାର୍ଥୀପତ୍ର ଘୋଷଣା

ଭୁବନେଶ୍ୱର(୧୨/୧୦/୨୦୨୦ ପିପିଏଲ ନ୍ୟୁଜ) :ନଭେମ୍ବର ୩ ରେ ରାଜ୍ୟ ରେ ରହିଛି ଦୁଇ ଦୁଇଟି ଉପନିର୍ବାଚନ। ଏହି ଦୁଇଟି ଉପନିର୍ବାଚନ ପାଇଁ ବିଜେଡ଼ି ତରଫରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ଵର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ୱରୂପ ଦାସ ଙ୍କ ନାମ ରହିଥିବା ବେଳେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ଓ ବିଜେଡ଼ି ପରେ କଂଗ୍ରେସ ଦଳ ତରଫ ରୁ ଏ ଯାଵତ୍ ପାର୍ଥି ଘୋଷଣା କରାଯାଇ ନାହିଁ ।ତେବେ କଂଗ୍ରେସ ତରଫରୁ ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ପତ୍ର ଘୋଷଣା ହେବାର ସୂଚନା ରହିଛି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *