ଓଡ଼ିଶା ର ମହାମହିମ ରାଜ୍ୟପାଳ ଙ୍କ ପତ୍ନୀ ବିୟୋଗ!

ଭୁବନେଶ୍ବର (୨୩/୧୧, ପିପିଏଲ୍ ନ୍ୟୁଜ୍) : ଓଡିଶା ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ପତ୍ନୀଙ୍କ ପରଲୋକ ଘଟିଛି । ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ସୁଶୀଳା ଦେବୀ ଗତ ନଭେମ୍ବର ୧ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା ଚାଲିଥିଲା ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ରବିବାର ବିଳମ୍ବିତ ରାତ୍ରରେ ପରଲୋକ ଘଟିଛି।

ରିପୋର୍ଟ୍ – ସନ୍ଦୀପ ଦାସ

Leave a Reply

Your email address will not be published. Required fields are marked *