କରୋନା ରୁ ରକ୍ଷା ପାଇବା ପାଇଁ ମା ହିଙ୍ଗୁଳା ଙ୍କ ପାଖେ ହୋମ ଯଜ୍ଞ

ଅନୁଗୁଳ(୨୩/୧୦,ପିପିଏଲ୍ ନ୍ୟୁଜ୍) : ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ର ମା ଅଧିଷ୍ଠାତ୍ରୀ ଦେବୀ ହିଙ୍ଗୁଳା ଠାରେ ପୁଜା ଅର୍ଚନା। ମହାମାରୀ କରୋନା ଠାରୁ କିପରି ତାଳଚେର ନିର୍ବାଚନ ମଣ୍ଡଳୀର ଜନସାଧାରଣ ରକ୍ଷାପାଇପାରିବେ ସେଥିପାଇଁ ତାଳଚେର ନିର୍ବାଚନ ମଣ୍ଡଳୀର ଉଦ୍ୟମାନ ସୁସଂଗଠକ ଗର୍ବ ଓ ଗୌରବ ମୟ ଯୁବ ବିଜେପି ନେତା ମାନ୍ୟବର ଶ୍ରୀଯୁକ୍ତ ବିରଞ୍ଚି କୁମାର ସାହୁ ମା ଅଧିଷ୍ଠାତ୍ରୀ ଦେବୀ ହିଙ୍ଗୁଳା ଠାରେ ଅଷ୍ଟମୀ ଉପଲକ୍ଷେ ଦୁର୍ଗାପୂଜା ର ହୁମଯଜ୍ଞ କରିଥିଲେ । ଏହା ସହ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ସମସ୍ତଙ୍କୁ ଏକ ବାର୍ତ୍ତା ଦେଇ କହିଥିଲେ ଯେ ମାକ୍ସ ପିନ୍ଧନ୍ତୁ, ସାନିଟାରୀ ହୁଅନ୍ତୁ , ଦୂରତ୍ୱ ରକ୍ଷା କରନ୍ତୁ ଓ ଘରେ ରୁହନ୍ତୁ । ବିରଞ୍ଚି ବାବୁ ଜନ ସାଧାରଙ୍କ ପାଇଁ ଏହି କାର୍ଯ୍ୟ କରିଥିବାରୁ ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଅଛି ।

ରିପୋର୍ଟ – ନରୋତ୍ତମ ସେଠୀ

Leave a Reply

Your email address will not be published. Required fields are marked *