ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର କମିଟି ପ୍ରସ୍ତୁତ କରି ଦାଇତ୍ୱ ବଣ୍ଟନ

ଭୁବନେଶ୍ୱର (୧୯/୦୬ , ପିପିଏଲ୍ ନ୍ୟୁଜ୍):- ସଂଗଠନ ସଜାଡ଼ୁଛି ଭାରତୀୟ ଜନତା ପାର୍ଟି…. ଏହି କ୍ରମରେ ଆଜି ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟି ପ୍ରସ୍ତୁତ କରି ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଛି…. ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଙ୍କ ନେତୃତ୍ଵ ରେ ଦଳ ତୃଣମୂଳ ସ୍ତରରୁ କର୍ମୀ ମାନଙ୍କୁ ଏକାଠି କରି ସଂଗଠନ କୁ ମଜବୁତ୍ କରିବାରେ ଲାଗିଛି…. ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ର ସଭାପତି ରଶ୍ମିରଞ୍ଜନ ମହାପାତ୍ର ଥିବାବେଳେ ପ୍ରଦୀପ୍ତ ବଡଜେନା ଙ୍କୁ ଯୁବମୋର୍ଚ୍ଚା ପ୍ରଭାରୀ, ରୋଜିନା ରାନୀ ଦାସ ଙ୍କୁ ମହିଳା ମୋର୍ଚ୍ଚା, ପ୍ରତାପ ଚନ୍ଦ୍ର ମହାପାତ୍ର ଙ୍କୁ କୃଷକ ମୋର୍ଚ୍ଚା, ପ୍ରକାଶ ଚନ୍ଦ୍ର ବିଜୁଳି ଙ୍କୁ ଓବିସି ମୋର୍ଚ୍ଚା , ଦୁଷ୍ମନ୍ତ ହରିଚନ୍ଦନ ଙ୍କୁ ଏସସି ମୋର୍ଚ୍ଚା, ଶକ୍ତି ପ୍ରସାଦ ମିଶ୍ର ଙ୍କୁ ଏସ୍ ଟି ମୋର୍ଚ୍ଚା ଓ ରଘୁନାଥ ଷଡଙ୍ଗୀ ଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ର ପ୍ରଭାରୀ ଦାୟିତ୍ଵ ଦିଆଯାଇଛି…. ସେହିପରି ବିଭିନ୍ନ ଅଞ୍ଚଳ ପାଇଁ ପ୍ରଭାରୀ ମାନଙ୍କୁ ମଧ୍ୟ ଦାୟିତ୍ଵ ଦିଆଯାଇଛି… ଉତ୍ତର ବେଗୁନିଆ ପାଇଁ ପ୍ରଭାକର ସାହୁ, ମଧ୍ୟ ବେଗୁନିଆ ପାଇଁ କରୁଣାକର ଦଳସିଂହାର, ଦକ୍ଷୀଣ ବେଗୁନିଆ ପାଇଁ ବାଦଲ ସ୍ଵାଇଁ, ବୋଲଗଡ଼ ପାଇଁ ପରମାନନ୍ଦ ସ୍ଵାଇଁ, ପଞ୍ଚଗଡ଼ ପାଇଁ ଭାଗବତ ବେହେରା, ପିଚୁକୁଲି ପାଇଁ ସୌମ୍ୟରଞ୍ଜନ ଦାସ, ଖୋର୍ଦ୍ଧା ନଗର ପାଇଁ ପ୍ରଦୀପ ପାଣି, ମଧ୍ୟ ଖୋର୍ଦ୍ଧା ପାଇଁ ଲକ୍ଷ୍ମୀକାନ୍ତ ମିଶ୍ର ଓ ଦକ୍ଷୀଣ ଖୋର୍ଦ୍ଧା ପାଇଁ ପବିତ୍ର ମୋହନ ସାହୁ ଙ୍କୁ ପ୍ରଭାରୀ ଦାୟିତ୍ଵ ମିଳିଛି।ସେହିପରି ନିରାକାରପୁର ପାଇଁ ହେମନ୍ତ ବେହେରା , ଟାଙ୍ଗି ପାଇଁ ନିରଞ୍ଜନ ବଳବନ୍ତରାୟ , ବଡ଼ ପୋଖରୀଆ ପାଇଁ କିଶୋର ମାର୍ଥା , କୁହୁଡ଼ି ପାଇଁ ଗଙ୍ଗାଧର ବେହେରା , ବିରଜାଇ ପାଇଁ ବମନ ଚରଣ ଦାସ , ଭଗବତୀ ପାଈଁ ମୃତ୍ୟୁଞ୍ଜୟ ମହାରଥୀ , ସିଧେସ୍ୱରୀ ପାଇଁ ସତ୍ୟ ନାରାୟଣ ପଲଟସିଂହ , ବରକୁଳା ପାଇଁ ସୁମନ୍ତ ପଟ୍ଟନାୟକ , ପ୍ରତପେସ୍ଵରୀ ପାଇଁ ପ୍ରଶାନ୍ତ ପ୍ରଧାନ , ଚନ୍ଦେଶ୍ୱରୀ ପାଇଁ ପ୍ରଶାନ୍ତ ସାହୁ , ବାଣପୁର ନଗର ପାଇଁ ରମେଶ ମହାପାତ୍ର , ବାଲୁଗାଁ ନଗର ପାଇଁ ଦୁଃଶାସନ ଜେନା , ଉତ୍ତର ଖୋର୍ଦ୍ଧା ପାଇଁ ମନୋଜ ନନ୍ଦ ,ଜଟଣୀ ନଗର ପାଇଁ ପ୍ରଦୀପ ବଡ଼ଜେନା , ଭୁଅସୁନି ପାଇଁ ଦେବଜିତ୍ ସୀନା , ସୋମନାଥ ପାଇଁ ମନୋଜ ପ୍ରଧାନ , ଚନ୍ଦକା ପାଇଁ ମନରଞ୍ଜନ ମାର୍ଥା , ଐମ୍ସ ପାଇଁ ଡକ୍ଟର ବେହେରା , ବାଲିଅନ୍ତା ପାଇଁ ସନ୍ତୋଷ କୁଣ୍ଡୁ , ଲିଙ୍ଗରପୁର ପାଇଁ ଶ୍ରୀକାନ୍ତ ନାୟକ , ବାଳକଟି ପାଇଁ ସିଧେଶ୍ୱର ନାଥ , ବାଲିପାଟଣା ପାଇଁ ସୁଶୀଲ ମହାପାତ୍ର , ବନମାଳୀପୁର ପାଇଁ ବେଣୁଧର ପରିଡା , ବସନ୍ତ ମଳ ପାଇଁ ଅନନ୍ତ ପ୍ରଧାନଙ୍କୁ ବିଜେପି ନିଯୁକ୍ତି ଦେଇଛି ।

Leave a Reply

Your email address will not be published. Required fields are marked *