ଜାତିସଂଘର ପରାମର୍ଶଦାତା ହେଲେ ଓଡିଆ ଝିଅ!

ଭୁବନେଶ୍ବର ( ୨୮/୦୭,ପିପିଏଲ୍ ନ୍ୟୁଜ୍) : ଓଡ଼ିଆ ଝିଅ ଅର୍ଚ୍ଚନା ସୋରେଙ୍ଗ ଜାତିସଂଘ ପରାମର୍ଶଦାତା ନିଯୁକ୍ତ । ଜଳବାୟୁ ପରିବର୍ତ୍ତନ ସଂପର୍କିତ ଯୁବ ପରାମର୍ଶଦାତା ଗୋଷ୍ଠୀକୁ ମନୋନୀତ । ଅର୍ଚ୍ଚନା ବିଶ୍ବର ୭ ଜଣିଆ ପରାମର୍ଶଦାତା ଗୋଷ୍ଠୀରେ ଏକମାତ୍ର ଭାରତୀୟ । ଖଡ଼ିଆ ଜନଜାତିର ଝିଅ ଅର୍ଚ୍ଚନା ସୋରେଙ୍ଗଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରୁ ପ୍ରସଂଶା ର ସୁଅ ଛୁଟିଛି ।

ରିପୋର୍ଟ୍ – ତପନ କୁମାର

Leave a Reply

Your email address will not be published. Required fields are marked *