ନୂଆପଡା ( ୧୪/୦୧,ପିପିଏଲ୍ ନ୍ୟୁଜ୍ ) : ନୂଆପଡା ଜିଲ୍ଲା କୁ କୋଭେକସିନ ଟିକା ପହଚିଂ ଯାଇଛି, ଆଜି ପୋଲିସ ର କଡା ସୁରକ୍ଷା ବଳରେ କୋଭିଡ ଟିକା କୁ ନୂଆପଡା ସ୍ୱାସ୍ଥ୍ୟ ବିଭାଗ ର ନୋଡାଲ ଅଫିସର ଡ, ବିନୋଦ ବିହାରୀ ରଥ ଗ୍ରହଣ କରି ସୁରକ୍ଷିତ ଜାଗା ରେ ରଖା ଯାଇଛି, ଆସନ୍ତା ୧୬ ତାରିଖ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖଡିଆଳ ସବଡିଭଜନାଲ ହସପିଟାଲ ଖଡିଆଳ ତଥା ମିଶନ ହସପିଟାଲ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ପ୍ରଥମେ ପ୍ରଦାନ କରାଯିବ ବୋଲି ନୂଆପଡା ଅଡିଏମଓ ବିନୋଦ ବିହାରୀ ରଥ ସୁଚନା ଦେଇଛନ୍ତି।
ରିପୋର୍ଟ – ଶାମ୍ବ କୁମାର ସରାଫ