ପରିଚୟ ଫାଉଣ୍ଡେସନ୍ ତରଫ ରୁ ଓଡିଶା ର ବିଭିନ୍ନ ସ୍ଥାନ ରେ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର(୦୬/୦୯,ପିପିଏଲ୍ ନ୍ୟୁଜ୍) : କରୋନା ମହାମାରୀ ଓ ବନ୍ୟା ପ୍ରପିଡ଼ୀତ ପରିବାର ଗୁଡ଼ିକ ରେ ପରିଚୟ ଫାଉଣ୍ଡେସନ୍ ତରଫ ରୁ ଶୁଖିଲା ଖାଦ୍ୟ ଓ ରିଳିଫ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟ ରେ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ ଓ ଡିଷ୍ଟ୍ରିବ୍ୟୁସନ୍ ଡ୍ରାଇଭ୍ ସହାୟତା କରିଛନ୍ତି। ପରିଚୟ ଫାଉଣ୍ଡେସନ୍ ଉପରେ ବିଶ୍ୱାସ କରି ଥିବା ରୁ CSR ର ମୁଖ୍ୟ ଶର୍ମି ରାୟ ଚୌଧୁରୀ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *