ବାଲେଶ୍ୱର(୧୦/୧୧,ପିପିଏଲ୍ ନ୍ୟୁଜ୍) : ଆଜି ବାହାରିବ ଫଳ। ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ବାଲେଶ୍ୱର ରେ ୨ୟ ରାଉଣ୍ଡ ଶେଷ ସୁଦ୍ଧା ମଧ୍ୟ ବିଜେଡି ଆଗୁଆ ରହିଛି। ୨ୟ ରାଉଣ୍ଡରେ ବିଜେଡ଼ି ୧୦୫୪ ଖଣ୍ଡ ଭୋଟରେ ଆଗୁଆ ରହିଛି। ୨ୟ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୪୨୭୭ ଭୋଟ ରୁ ବିଜେଡି ୭୧୨୮ , ବିଜେପି ୬୦୭୪, କଂଗ୍ରେସ ୯୪୦ ଓ ବେଣୁଧର ବାରିକ ୭୨ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା
