ରାଜ୍ୟ ରେ ଆଜି ବି ୧୧ମୁଣ୍ଡ ନେଲା କରୋନା

ଭୁବନେଶ୍ବର(୧୦/୦୯,ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ ଆଜି କରୋନା ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଭୁବନେଶ୍ୱର,ପୁରୀ ଓ କଟକ ରୁ ଦୁଇ ଜଣ ଲେଖାଁଏ, ଭଦ୍ରକ, କୋରାପୁଟ,ନୟାଗଡ, ରାୟଗଡ଼ା ଓ ଗଞ୍ଜାମ ରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *