ଭୁବନେଶ୍ୱର(୨୪ /୦୨,ପିପିଏଲ୍ ନ୍ୟୁଜ୍ ) : ଆନ୍ତର୍ଜାତିକ ବଜାରରେ ତୈଳ ଦର ବଢ଼ିଛି । ଏହା ଏକ ସାମୟିକ ସ୍ଥିତି । ଧୀରେ ଧୀରେ ଏହାର ମୂଲ୍ୟ ହ୍ରାସ ପାଇବାର ଆଶା ରହିଥିବା କହିଛନ୍ତି…
View More ଖୁବଶୀଘ୍ର ସ୍ବାଭାବିକ ହେବ ସ୍ଥିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!Category: ଆନ୍ତର୍ଜାତୀୟ
ଜିଦରେ ଅଟଳ ରହିଲା ଭାରତ, ପଛକୁ ଘୁଞ୍ଚିଲା ଚୀନ୍
ଭୁବନେଶ୍ୱର (୨୦ /୦୨,ପିପିଏଲ୍ ନ୍ୟୁଜ୍ ) :ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ…
View More ଜିଦରେ ଅଟଳ ରହିଲା ଭାରତ, ପଛକୁ ଘୁଞ୍ଚିଲା ଚୀନ୍ଲଦ୍ଦାଖ ବିବାଦରେ ହୋଇନି ସମାଧାନ !
ନୂଆଦିଲ୍ଲୀ (୩୦ /୧୨,ପିପିଏଲ୍ ନ୍ୟୁଜ୍ ) : ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ଚୀନ୍ ସହ ହୋଇଥିବା କୂଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନାରୁ…
View More ଲଦ୍ଦାଖ ବିବାଦରେ ହୋଇନି ସମାଧାନ !ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (୨୫ /୧୨,ପିପିଏଲ୍ ନ୍ୟୁଜ୍ ) : ‘ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ୧୮,୦୦୦…
View More ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀରାଉରକେଲାରେ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍
ଭୁବନେଶ୍ୱର (୨୪ /୧୨,ପିପିଏଲ୍ ନ୍ୟୁଜ୍ ) : ସମ୍ମାନଜନକ ‘ଏଫ୍ଆଇଏଚ୍ ଓଡ଼ିଶା ମେନ୍ସ୍ ହକି ଓ୍ଵାର୍ଲଡ୍ କପ୍ ୨୦୨୩’ ଆୟୋଜନ କରାଯିବା ସହ ରାଉରକେଲା ସହରରେ ଏକ ନୂତନ ସର୍ବୋତ୍ତମ ହକି ଷ୍ଟାଡିୟମ୍ ନିର୍ମାଣ…
View More ରାଉରକେଲାରେ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ
ନୂଆଦିଲ୍ଲୀ (୨୪ /୧୨,ପିପିଏଲ୍ ନ୍ୟୁଜ୍ ) : ବ୍ରିଟେନର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡରୁ ଆସିଥିବା ବ୍ୟକ୍ତି ବିଶେଷସେମାନଙ୍କ ସମ୍ପର୍କରେ ସୂଚନା ତୁରନ୍ତ ଦେବାକୁ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ…
View More ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁଆମେରିକା ରେ ସର୍ବୋଚ୍ଚ ସମ୍ମାନ ମୋଦୀଙ୍କୁ ଦିଆଗଲା ଲେଜିଅନ୍ ଅଫ୍ ମେରିଟ୍
ନୂଆଦିଲ୍ଲୀ(୨୨ /୧୨,ପିପିଏଲ୍ ନ୍ୟୁଜ୍ ) : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଏବଂ ଆମେରିକାର ରଣନୀତିକ ଭାଗିଦାରୀ ବୃଦ୍ଧିରେ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ(ଲେଜିଅନ୍ ଅଫ୍ ମେରିଟ୍)…
View More ଆମେରିକା ରେ ସର୍ବୋଚ୍ଚ ସମ୍ମାନ ମୋଦୀଙ୍କୁ ଦିଆଗଲା ଲେଜିଅନ୍ ଅଫ୍ ମେରିଟ୍ପୁଣି ଥରେ ଗୌରବ ଆଣିଲେ ନୀଳମାଧବ ପଣ୍ଡା
ଭୁବନେଶ୍ବର ( ୨୦/୧୨, ପିପିଏଲ୍ ନ୍ୟୁଜ୍ ) : ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ- ୨୦୨୦ ର ପାନରୋମା ପାଇଁ ନୀଳମାଧଵ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ । ଓଡିଶା…
View More ପୁଣି ଥରେ ଗୌରବ ଆଣିଲେ ନୀଳମାଧବ ପଣ୍ଡା୫୫ ବର୍ଷ ପରେ ପୁଣି ଗଡ଼ିବ ଟ୍ରେନ
ନୂଆଦିଲ୍ଲୀ (୧୧/୧୨,ପିପିଏଲ୍ ନ୍ୟୁଜ୍ ) : ୫୫ ବର୍ଷ ପରେ ପୁଣି ଥରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍। ଡିସେମ୍ବର ୧୭ ରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ହୋଇଥିବା ରେଳ ମାର୍ଗକୁ ଉଦଘାଟନ…
View More ୫୫ ବର୍ଷ ପରେ ପୁଣି ଗଡ଼ିବ ଟ୍ରେନଚିନ୍ତା ବଢ଼ାଇଲା ଟୀକାକରଣ
ବ୍ରିଟେନ(୧୦/୧୨,ପିପିଏଲ୍ ନ୍ୟୁଜ୍ ) : କରୋନା ପରେ ଏବେ ଚିନ୍ତା ବଢ଼ାଉଛି ଟୀକାକରଣ | ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ…
View More ଚିନ୍ତା ବଢ଼ାଇଲା ଟୀକାକରଣ