ଅପରାହ୍ନ ୪ଟା ସୁଦ୍ଧା ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର(୧୧/୦୯,ପିପିଏଲ ନ୍ୟୁଜ) : ଅପରାହ୍‌ଣ ୪ଟା ସୁଦ୍ଧା ରାଜ୍ୟର ୮ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । ୮ ଜିଲ୍ଲା-ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ନୟାଗଡ଼, ସୁନ୍ଦରଗଡ଼, କୋରାପୁଟ ଓ ସମ୍ବଲପୁରରେ ବି ବଜ୍ରପାତ ଆଶଙ୍କା ରହିଛି | ଏହା ପାଣିପାଗ ପକ୍ଷ ରୁ ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *