ଓଟିଟି ପ୍ଲାଟଫର୍ମ ରେ ଆସୁଅଛି ହିନ୍ଦି ମ୍ୟୁଜିକ ଭିଡିଓ ରବ ୱଆଙ୍ଗୁ !

ଭୁବନେଶ୍ୱର ( ୩୧/୦୩ ,ପିପିଏଲ୍ ନ୍ୟୁଜ୍ ) : ବହୁତ ଜଲଦି ଗୋଟେ ହିନ୍ଦି ମ୍ୟୂଜିକ୍ ଭିଡିଓ ରବ ୱଆଙ୍ଗୁ ଆସୁଛି ଏ ଆର୍ ପ୍ରାଈମ୍ ଓଟିଟି ପ୍ଲାଟଫର୍ମ ରେ | ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆକ୍ଟର୍ ରାଜେଶ ଲେଙ୍କା , ଅଭିନେତ୍ରୀ ମୈତ୍ରୀ ମୋନାଲି ଏବଂ ଲକ୍ଷ୍ମୀ ପ୍ରୀୟା ପଣ୍ଡା | ଏହି ସୁନ୍ଦର ମ୍ୟୂଜିକ୍ ଭିଡିଓ ଟିକୁ ବଲିଉଡ ଡାଇରେକ୍ଟର ଅବିନାଶ ରାଉତ ନିର୍ଦ୍ଦେଶନା କରିଛନ୍ତି | ବଲିଉଡ ଡାଇରେକ୍ଟର ଅବିନାଶ ରାଉତଙ୍କ ନିର୍ଦ୍ଦେଶନାରେ ପି ସେ ପ୍ଲେଜର, ସେକ୍ସସନ ୩୭୭ ୱବ ସିରିଜ ଏବଂ ୩ଟି ହିନ୍ଦି ମ୍ୟୂଜିକ୍ ଭିଡିଓ କରିଛନ୍ତି | ଡାଇରେକ୍ଟର ଅବିନାଶ ରାଉତଙ୍କ ସହ ଡି.ଓ.ପି ଆଦର୍ଶ ତ୍ରିପାଠୀ, ବିଶ୍ଵଜିତ୍ ଡାସ୍ କ୍ୟାମେରା ଭାର ସମ୍ଭାଳି ଥିଲେ | ଖୁବ୍ ଶୀଘ୍ର ଏ ଆର୍ ପ୍ରାଈମ୍ ଓଟିଟି ପ୍ଲାଟଫର୍ମ ରେ ରିଲିଜ ହେବାକୁ ଯାଉଛି |

ରିପୋର୍ଟ – ଗୀତାଞ୍ଜଳି

Leave a Reply

Your email address will not be published. Required fields are marked *