ଓଡ଼ିଶା କୁ ମୋଦି ସରକାରଙ୍କ ସହାୟତା

ଭୁବନେଶ୍ୱର(୧୬/୧୦/୨୦୨୦ ପିପିଏଲ ନ୍ୟୁଜ): କୋରୋନା ମହାମାରୀ ସମୟରେ ମୋଦି ସରକାର ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ୍ ୨୨,୨୬୭,୬୬ କୋଟି ର ସହାୟତା ପ୍ୟାକେଜ ପ୍ରଦାନ କରିଛନ୍ତି ବୋଲି ଏହା ଶୁକ୍ରବାର ସ୍ଥିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମ୍ପୂର୍ଣ୍ଣ ରୂପେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏହା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ତେଣୁ ଏହି କଠିନ ସମୟରେ ରାଜ୍ୟସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡ଼ିଶାର ପିଏସୟୁ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ରିପୋର୍ଟ : ସୌମ୍ୟା

Leave a Reply

Your email address will not be published. Required fields are marked *