“ଓଡିଶା ପ୍ରଗତି ଦଳ”ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ୱର (୧୮/୦୩, ପିପିଏଲ୍ ନ୍ୟୁଜ୍): ଆଜି “ଓଡିଶା ପ୍ରଗତି ଦଳ”ର ତୃତୀୟ ବାର୍ଷିକ ଉଶ୍ଚବଓଡିଶା ଇଂଜିନିୟରିଇଙ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଦଳର ସଭାପତି ଶ୍ରୀଯୁକ୍ତ “ଜନ୍ମଜୟ ରୋହିଦାସ” ସମେତ ଦଳର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମୀ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି |ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ବ ହୋଇ ଆସନ୍ତା ଏପ୍ରିଲ ୧୪ ତାରିଖ ଅର୍ଥାତ ମଧୁବାବୁଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିବ | ଆଗାମୀ ଦିନରେ ଏହି ଦଳ ତୃଣମୂଳ ସ୍ତରରେ ନିଜ ସଙ୍ଗଠନକୁ ମଜଭୁତ ଆଶାରେ ଦଳୀୟ କାର୍ଯ୍ୟକ୍ରମ ଜାରି ରହିବ |

ରିପୋର୍ଟ – ସୁବାସ ଚନ୍ଦ୍ର ବାରିକ

Leave a Reply

Your email address will not be published. Required fields are marked *