କମିସନେରେଟ ପୋଲିସ ଭୁବନେଶ୍ୱର ଓ ଓଡିଶା ସମାଜସେବୀ ମହାସଙ୍ଘ ମିଳିତ ଆନୁକୂଲ୍ୟରେ ଟ୍ରାଫିକ ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର(୦୮ /୦୨,ପିପିଏଲ୍ ନ୍ୟୁଜ୍ ) :କମିସନେରେଟ ପୋଲିସ ଭୁବନେଶ୍ୱର ଓ ଓଡିଶା ସମାଜସେବୀ ମହାସଙ୍ଘ ମିଳିତ ଆନୁକୂଲ୍ୟରେ ଟ୍ରାଫିକ ଜନ ସଚେତନତା କାର୍ଯ୍ୟକ୍ରମ ଟ୍ରାଫିକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି , ମହାସଙ୍ଘର ରାଜ୍ୟ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଡ଼ଃ ରୀନା ରାଉତରାୟ ଯୋଗଦେଇଥିଲେ , ସମ୍ମାନିତ ଅତିଥିଭାବେ ଆଡ଼ିସିନାଲ ଟ୍ରାଫିକ ଡିସିପି ଡ଼ଃ କିଶୋର ପାଣିଗ୍ରାହୀ ଆଇଆଇସି ସୁରେନ୍ଦ୍ର ବଳ , ସମାଜସେବୀ ମୀରା ପରିଡା , ଡ଼ଃ ବନ୍ଦନା ହରିଚନ୍ଦନ , ବିଭୁତି ସାହୁ , ଅଭିନେତ୍ରୀ ସବିତା ସାହୁ , ଅଭିନେତା ଜ୍ଞାନେଦ୍ର ପଲାଇ , ନିରଞ୍ଜନ ଆଚାର୍ଯ୍ୟ , ମହାସଙ୍ଘ କାର୍ଯ୍ୟକ୍ରମ ସଭାପତି ବାପି ମହାନ୍ତି , ମୁଖପାତ୍ର ପ୍ରସନ୍ନ ପାଣି ପ୍ରମୁଖ ଯୋଗଦେଇଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ସୌମ୍ୟରଂଜନ ରାଉତରାୟ | ସମାଜସେବୀ ରୋହିତ ନାୟକ , ରଶ୍ମି ରଞ୍ଜନ ମାର୍ଥା , ଚିତ୍ତରଂଜନ ଦାସ , ମାନସ ସାହୁ , ଡ଼ଃ ଅସିତ ଦାସ , ରଞ୍ଜନ ବେହେରା , ଶିବୁ ପଟ୍ଟନାୟକ ,ଲିପିକା ରାୟ , ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ , ସ୍ନିଗ୍ଧା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *