କରାଚୀ ରେ ଆତଙ୍କବାଦୀ ଆକ୍ରମଣ।

ଭୁବନେଶ୍ୱର(୨୯/୦୬,ପିପିଏଲ୍ ନ୍ୟୁଜ୍) : ପାକିସ୍ତାନ ର କରାଚୀ ରେ ୪ ଆତଙ୍କବାଦୀ ଆକ୍ରମଣ।କରାଚୀ ଷ୍ଟକ ଏକ୍ସଚେଞ୍ଜ ଉପରେ ଆକ୍ରମଣ କଲେ ଆତଙ୍କବାଦୀ। ଗୁଳିବିନିମୟ ବେଳେ କିଛି ଅଫିସର ଆହତ ଓ ୨ ସ୍ଥାନୀୟ ଲୋକ ନିହତ ହୋଇଥିବା ସୂଚନା ମିଳିଛି।୪ ଜଣ ଆତଙ୍କବାଦୀ ଏବେ ମଧ୍ୟ ପରିସର ଭିତରେ ଥିବା ସୂଚନା।ସ୍ଥାନୀୟ ଅଞ୍ଚଳ କୁ ସିଲ କଲା ପୋଲିସ।
ରିପୋର୍ଟ-ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *