କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଲେ ବିଜେଡି ସାଂସଦ

newdelhi (୧୮/୦୩, ପିପିଏଲ୍ ନ୍ୟୁଜ୍):ଆଜି ସନ୍ଧ୍ୟାରେ ବିଜେଡିର ସଂସଦ ପ୍ରତିନିଧି ମଣ୍ଡଳ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କୁ ସାକ୍ଷାତ କରିବା ସହ ଓଡିଶାର ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ| ଏହା ସହ ପ୍ରତିନିଧି ମଣ୍ଡଳ ସବିଶେଷ ତଥ୍ୟ ରେ ଏକ ସ୍ମାରକପତ୍ର ଦେଇଥିଲେ|

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *