କୋଭିଡ ଟୀକା କରଣ କେନ୍ଦ୍ର ପରିଦର୍ଶନ :ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର (୨୧ /୦୩, ପିପିଏଲ୍ ନ୍ୟୁଜ୍): ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦେଶ କ୍ରମେ, ଆଜି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଟୀକା କାରଣ କେନ୍ଦ୍ର ପରିଦର୍ଶନ କରି ସମସ୍ତ ବିଷୟରେ ପଚାରି ବୁଝିଥିଲେ | ଏହି ବିଷୟରେ ହସ୍ପିଟାଲର ନିର୍ଦେଶକ ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ସହ ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ |

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *