କୋରୋନା ଯୁଦ୍ଧରେ ଜିତିଲେ ଟ୍ରାଫିକ ପୋଲିସ୍ କର୍ମଚାରୀ

ଭୁବନେଶ୍ୱର(୧୭/୦୯,ପିପିଏଲ ନ୍ୟୁଜ):ଚନ୍ଦ୍ରଶେଖରପୁରର ୧୬ ଜଣ ଟ୍ରାଫିକ ପୋଲିସ୍ କର୍ମଚାରୀ କୋରୋନା ମହାମାରୀ ଯୁଦ୍ଧରେ ଲଢି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନିଜ କାର୍ଯ୍ୟକ୍ଷେତ୍ରରେ ରେ ପୁଣି ନିୟୋଜିତ ହୋଇଛନ୍ତି। ତେବେ ଏହି କୋଭିଡ୍-୧୯ ଯୋଦ୍ଧା ମାନଙ୍କୁ ସ୍ଵାଗତ କରିବା ପାଇଁ ତାଙ୍କୁ ଅଫିସ୍ ତରଫରୁ ରେଡ୍ କାରପେଟ୍ ଦ୍ଵାରା ସ୍ଵାଗତ କରାଯାଇଛି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *