ଗଞ୍ଜାମ ରେ ପାଳନ ହେବନି ଗଣେଶ ପୂଜା

ଗଞ୍ଜାମ(୧୮/୦୮,ପିପିଏଲ୍ ନ୍ୟୁଜ୍ ) : ଚଳିତ ବର୍ଷ ଗଞ୍ଜାମ ରେ ପାଳନ ହେବନି ଗଣେଶ ପୂଜା। ଗଞ୍ଜାମ ରେ କରୋନା ଦିନ ଙ୍କୁ ଦିନ ଉଗ୍ର ରୁପ ଧାରଣ କରୁଛି। କୋଭିଡ କଟକଣା ଭିତରେ ଗଂଜାମ ଜିଲ୍ଲା ରହିଥିବା ବେଳେ ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ। ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ରିପୋର୍ଟ୍ – ବିଶ୍ଵବନ୍ଧୁ ପାଢୀ

Leave a Reply

Your email address will not be published. Required fields are marked *