ଜଗତସିଂହପୁର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ।

ଜଗତସିଂହପୁର(୦୪/୦୯,ପିପିଏଲ୍ ନ୍ୟୁଜ୍) : ଜଗତସିଂହପୁର ର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ରେ ସୁଚନା ଦେଇଛନ୍ତି। ଗତ କାଲି ସେ କୋବିଡ୍ ଟେଷ୍ଟ ପାଇଁ ଯାଇଥିଲେ ଓ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସେ ଏବେ ହୋମ ଆଇ଼ସୋଲେସନ୍ ରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ତାଙ୍କ ସଂସ୍ପର୍ସ ରେ ଆସିଥିବା ସମସ୍ତ ଙ୍କୁ ମଧ୍ୟ ସେ ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *