ଜଳିଗଲା ଲକ୍ଷାଧିକ ଟଙ୍କା ର ଧାନ!

ନୂଆପଡ଼ା ( ୦୬/୧୨,ପିପିଏଲ୍ ନ୍ୟୁଜ୍): ନୂଆପଡା ଜିଲ୍ଲା ଚି଼ଚେର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଘଟଣାଟି ହେଲା ଖଡିଆଳ ବ୍ଲକ ଚିଚେର ଗାଁ ରେ ମିତ୍ରଭାନୁ ପାଣିଗ୍ରାହୀ ଓ ଆଦିତ୍ୟ ପାଣିଗ୍ରାହୀ ଙ୍କ ଧାନଖଳା ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ଧାନ ପୋଡି ନଷ୍ଟ ହୋଇ ଯାଇଛି, ଖଡିଆଳ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ତୁରନ୍ତ ପହଞ୍ଚି ଧାନ କୁ ନିଆଁ ରୁ ରକ୍ଷା କରିଛନ୍ତି। ଦୁଇଶହ ପକେଟ ଧାନ ପୋଡିଥିୂବା କୁହାଯାଉଛି, ସରକାରୀ କ୍ଷତିପୁରଣ ଯୋଗାଇଦେବା ପାଇଁ କ୍ଷତିଗସ୍ତ ଚାଷୀ ଦାବୀ କରିଛନ୍ତି।

ରିପୋର୍ଟ୍ – ଶାମ୍ବ କୁମାର ସରାଫ

Leave a Reply

Your email address will not be published. Required fields are marked *