ତିର୍ତ୍ତୋଲ୍ ର ୩ୟ ପର୍ଯ୍ୟାୟ ଫଳ : ବାଜି ମାରି ଚାଲିଛି ବିଜେଡ଼ି

ତିର୍ତ୍ତୋଲ(୧୦/୧୧,ପିପିଏଲ୍ ନ୍ୟୁଜ୍) : ଚାଲୁ ରହିଛି ଭୋଟ ଗଣତି। ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୩ୟ ରାଉଣ୍ଡ ଶେଷ ସୁଦ୍ଧା ମଧ୍ୟ ବିଜେଡି ଆଗୁଆ ରହିଛି। ୩ୟ ରାଉଣ୍ଡରେ ବିଜେଡ଼ି ୪୪୪୫ ଖଣ୍ଡ ଭୋଟରେ ଆଗୁଆ ରହିଛି। ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୧୪୦୪, ବିଜେପି ୬୯୫୯, କଂଗ୍ରେସ ୧୬୬୭ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *