ପରପାରିରେ ଏମଡିଏଚ ମସଲା ମାଲିକ

  ଭୁବନେଶ୍ୱର (୦୩ /୧୨ ,ପିପିଏଲ ନ୍ୟୁଜ ): ଆଉ ନାହାନ୍ତି ଏମଡିଏଚ ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟୀ । ଆଖିବୁଜିଲେ ପ୍ରସିଦ୍ଧ ମସଲା କମ୍ପାନୀ ମାଲିକ ମହାଶୟ । ୯୮ ବର୍ଷ ବୟସରେ ମହାଶୟଙ୍କ ଦେହାନ୍ତ । ଦିଲ୍ଲୀ ଚନନ ଦେବୀ ହସ୍ପିଚାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧର୍ମପାଲ । ଅନେକ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଚାଲରେ ଚିକିତ୍ସାଧୀନ ଥିଲେ । ଆଉ ଆଜି ତାଙ୍କର ପରଲୋକ ହୋଇଛି ।

ରିପୋର୍ଟ -ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *