ପରଲୋକରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନା

ନୂଆଦିଲ୍ଲୀ (୩୦/୦୪ ,ପିପିଏଲ୍ ନ୍ୟୁଜ୍ ) : ଜାତୀୟ ଗଣମାଧ୍ୟମ ଜଗତର ଜଣେ ପ୍ରତିଭାବାନ ନ୍ୟୁଜ ଆଙ୍କର ,ବରିଷ୍ଠ ସମ୍ବାଦିକ ତଥା ଆଜତକ ର ଜଣାଶୁଣା ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି। ସେ କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଆଜି ସକାଳେ ତାଙ୍କର ହୃଦଘାତ ରେ ପରଲୋକ ଘଟିଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ , ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *