ପିପିଲି ଉପନିର୍ବାଚନରେ ଏଣ୍ଟ୍ରି ମାରିଲା କରୋନା !

ଭୁବନେଶ୍ୱର (୧୦/୦୪,ପିପିଏଲ ନ୍ୟୁଜ) :କରୋନା ଆକ୍ରାନ୍ତ ହେଲେ ପିପିଲି ଉପନିର୍ବାଚନର କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜ | ଚାରିଆଡେ ପିପିଲି ଉପନିର୍ବାଚନଏବେ ଚର୍ଚ୍ଚାରେ | ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଥିଲା କି ପିପିଲି ଉପନିର୍ବାଚନରେ ଏତେ ଜନଗହଳି ହୋଇ ମଧ୍ୟ କିପରି କରୋନା ସଂକ୍ରମଣ ହେଉନାହିଁ | ଶେଷରେ ଆଜି କଂଗ୍ରେସ ପାର୍ଥୀ କରୋନା ରେ ପୀଡିତ ହେଲେ | କିଛି ଦିନ ହେବ ତାଙ୍କର ଦେହ ଖରାପ ଥିବାରୁ ସେ ମେଡିକାଲରେ ଭର୍ତ୍ତୀ ହୋଇଥିଲେ |ଗତକାଲି ସ୍ୱାବ ଟେଷ୍ଟ ହେବାରୁ ସେ କରୋନା ପଯେଟିଭ ଚିହ୍ନଟ ହୋଇଛନ୍ତି |

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *