ପୁଣି ବଜାର କୁ ଆସିଲା ଆଉ ଏକ କରୋନା ମହୋଷଧି।

ଭୁବନେଶ୍ୱର(୨୩/୦୬,ପିପିଏଲ୍ ନ୍ୟୁଜ୍) : ଗ୍ଲେନମାର୍କ ପରେ ସିପ୍ଲା ର ସଫଳତା।ବଜାର କୁ ଆସିଲା ପୁଣି ଏକ କରୋନା ମୃତ୍ୟୁ ସଂଜିବନୀ। ପ୍ରତିଷ୍ଠିତ ଔଷଧ ବିତରଣ କମ୍ପାନୀ ସିପ୍ଲା ଏହି ମେଡିସିନ ବଜାର କୁ ଛାଡିଛି। ଏହା କୁ ବଜାର କୁ ଛାଡ଼ିବାକୁ ଅନୁମତି ଦେଇଛି DCGI(DrugsControllerGeneralOfIndia)। ଦ୍ରୁତ ଗତି ରେ ସଂକ୍ରମିତ ହେଉଥିବା କରୋନା ଭୁତାଣୁ ର ଚିକତ୍ସା ପାଇଁ ସିପ୍ଲା ‘ସିପ୍ରେମି’ ନାମକ ଔଷଧ ବଜାର କୁ ଛାଡିବା ପାଇଁ ଅନୁମତି ଦେଇଛନ୍ତି ସରକାର। କରୋନା ଭୁତାଣୁ ରେ ଗୁରୁତର ଭାବେ ସଂକ୍ରମିତ ଥିବା ରୋଗୀ ଙ୍କ କ୍ଷେତ୍ର ରେ ଏହି ଔଷଧ ବ୍ୟଵହାର କରାଯିବ । ଅନ୍ୟପଟେ ଗ୍ଲେନମାର୍କ ଫବିଫ୍ଲୁ ଔଷଧ କୁ ବଜାର କୁ ଛାଡ଼ିସାରିଛି ।

ରିପୋର୍ଟ- ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *