ପ୍ରବାସୀ ଶ୍ରମିକ ଙ୍କୁ ନେଇ ଯାଉଥିବା ବସ୍ ଓ ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ!

ଅନୁଗୁଳ ( ୧୯/୦୫,ପିପିଏଲ୍ ନ୍ୟୁଜ୍) – ପ୍ରବାସି ଙ୍କୁ ନେଇ ମହାରଷ୍ଟ୍ର ରୁ ପଶ୍ଚିମବଙ୍ଗ ଯାଉଥିବା ବସ ଓ ଏକ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକା , ଅନୁଗୁଳ , ଜାତୀୟ ରାଜପଥ ୫୫ ,କିଶୋର ନଗର ବ୍ଲକ ଲୁହାମୁଣ୍ଡା ଠାରେ ଘଟିଛି ଘଟଣା l ଗ୍ୟାସ ଟ୍ୟାଙ୍କର ଡ୍ରାଇଭର ମୃତ l ଆହତ ମାନଙ୍କୁ ବଇଣ୍ଡା ଓ ହଣ୍ଡପା ରେ ଚିକିତ୍ସିତସ୍ତାନୀୟ ଲୋକେ ଉଧାର କରି ମେଡିକାଲ କୁ ପଠାଇଲେ l ହଣ୍ଡାପା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି l

ରିପୋର୍ଟ୍ – ଜଗନ୍ନାଥ ଅଗ୍ରୱାଲ୍

Leave a Reply

Your email address will not be published. Required fields are marked *