ଭିକୁ ସେଠ୍ ଙ୍କ ପରଲୋକ

ଭୁବନେଶ୍ୱର(୧୨/୦୯,ପିପିଏଲ୍ ନ୍ୟୁଜ୍) : ଅଶୀ ଦଶକ ର ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ ଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୫୫ବର୍ଷ ହୋଇଥିଲା। ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚୌଦ୍ବାର ରୁ କଟକ ନେବା ବାଟ ରେ ତାଙ୍କର ମୃତ୍ୟୁ ହୋଇଛି, ଏ ନେଇ ତାଙ୍କର ଜଣେ ସମ୍ପର୍କୀୟ ସୁଚନା ଦେଇଛନ୍ତି। ଶାଗୁଣା ବସିଛି ଡେଣା ମେଲାଇ ରେ ସେ ଥିଲେ ଲୋକ ପ୍ରିୟ କଳାକାର ଭିକୁ ସେଠ୍। ଏ ଖବର ପାଇବା ପରେ ଯାତ୍ରା ପ୍ରେମୀ ମାନଙ୍କ ଭିତରେ ଏକ ଶୋକ ର ଛାୟା ଖେଳିଯାଇଛି |ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *