ମହାମହିମ ରାଜ୍ୟପାଳ ଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ବର ( ୦୧/୦୩, ପିପିଏଲ୍ ନ୍ୟୁଜ୍) : ଆଜି ଓଡ଼ିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଶୁଭ ଜନ୍ମଦିନ। ୭୯ ବର୍ଷ ରେ ପାଦ ଥାପିଲେ ରାଜ୍ୟପାଳ। ଏହି ଅବସରରେ ମହାମହିମ ରାଜ୍ୟପାଳ ଙ୍କୁ ଭେଟି ଜନ୍ମଦିନ ର ଶୁଭେଚ୍ଛା ଜଣାଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଓ ମା ସମଲେଇ ଙ୍କ ନିକଟରେ ରାଜ୍ଯପାଳ ମହୋଦୟ ଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଶୀମତୀ ମିଶ୍ର।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *