ଯୁବ ନେତା ଚିନ୍ମୟ ସାହୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ( ୧୯/୦୮, ପିପିଏଲ ନ୍ୟୁଜ): ବିଜୁ ଜନତା ଦଳର ଯୁବ ନେତା ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ଆଜି କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଆଜି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୂଚନା ଦେଇଛନ୍ତି। ଏଥି ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ କରିବା ପାଇଁ ଅନୁରୋଧ କରିବା ସହିତ ସଙ୍ଗରୋଧରେ ରହି ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *