ସତ୍ୟପାଲ୍ ମଲ୍ଲିକ ହେଲେ ମେଘାଳୟ ରାଜ୍ୟପାଳ।

ଭୁବନେଶ୍ୱର୧୮/୦୮,ପିପିଏଲ୍ ନ୍ୟୁଜ୍) : ବଦଳିଲେ ଗୋଆ ଓ ମେଘାଳୟ ର ରାଜ୍ୟପାଳ । ଗୋଆ ର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକଙ୍କୁ ମେଘାଳୟ ବଦଳି । ଦେଢ଼ ବର୍ଷ ମଧ୍ୟରେ ବଦଳିଲେଣି ୩ ଥର । ପ୍ରଥମେ ଜାମ୍ମୁକାଶ୍ମୀର, ତା ପରେ ଗୋଆ, ଏବେ ମେଘାଳୟ କୁ ବଦଳି ହେଲେ ସତ୍ୟପାଲ୍। ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଶୟାରିଙ୍କୁ ଗୋଆ ଦାୟିତ୍ଵ ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *