ସମ୍ପୃକ୍ତ ପୁଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ : ପୋଲିସ କମିଶନର

ଭୁବନେଶ୍ୱର(୨୪/୦୯,ପିପିଏଲ୍ ନ୍ୟୁଜ୍) : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ରେ ସଂପୃକ୍ତ ପୋଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ ଥିବା କହିଲେ ସିପି ସୁଧାଂଶୁ ଷଡ଼ଙ୍ଗୀ ; ତଦନ୍ତ ଠିକ ଭାବେ ଚାଲିଛି, ଠିକ ସମୟ ଆସିଲେ କହିହେବ; ଏବେ ସେ ନେଇ କିଛି ବକ୍ତବ୍ୟ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି କହିଛନ୍ତି ସିପି।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *