ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଜକୁ ଜାଳିଲେ ଠିକା କର୍ମଚାରୀ

ସମ୍ବଲପୁର: (୨୦ /୦୪,ପିପିଏଲ୍ ନ୍ୟୁଜ୍ ):ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ । ନିଜକୁ ଜାଳିଲେ ଠିକା କର୍ମଚାରୀ । ଦୀନବନ୍ଧୁ ମିଶ୍ର ନାମକ ଜଣେ କର୍ମଚାରୀ ନିଜ ଦେହରେ ପେଟ୍ରଲ ଢାଳି ନିଆଁ ଲଗାଇ କଲେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ଏକାଡେମୀକ କାଉନସିଲ ବୈଠକ ଚାଲୁଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ଗୁରୁତର ଅବସ୍ଥାରେ ଦୀନବନ୍ଧୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ କେଉଁ କାରଣରୁ ଦୀନବନ୍ଧୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *