ଭୁବନେଶ୍ୱର (୨୧/୪,ପିପିଏଲ୍ ନ୍ୟୁଜ୍ ): ରାଜ୍ୟରେ କୋଭିଡ଼ ସଂକ୍ରମଣଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡିଛି। ବଲାଙ୍ଗୀର ସ୍ଥିତ ବାସଭବନରେ ସେ ନିଜର…
View More ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିିଭ ଚିହ୍ନଟAuthor: PPL Bureau
କରୋନା ମହାମାରୀକୁ ନେଇ ବିଜେପି ରାଜନୀତି କରୁଛି: ବିଜେଡି
ଭୁବନେଶ୍ୱର (୨୧/୪,ପିପିଏଲ୍ ନ୍ୟୁଜ୍ ): ଭୟାବହ କରୋନା ମହାମାରୀର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ…
View More କରୋନା ମହାମାରୀକୁ ନେଇ ବିଜେପି ରାଜନୀତି କରୁଛି: ବିଜେଡିକୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର (୨୧/୪,ପିପିଏଲ୍ ନ୍ୟୁଜ୍ ): ରାଜ୍ୟରେ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଏଭଳି ସ୍ଥଳେ ଆମେ କାହାରିକୁ ସମାଲୋଚନା କରିବାକୁ ଚାହୁଁନାହୁଁ । ମାତ୍ର ରାଜ୍ୟ ସରକାର…
View More କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ : ପୃଥ୍ୱୀରାଜ ହରିଚନ୍ଦନବେଲଗୁଣ୍ଠା ପୋଲିସର ନକଲି ମଦ କାରଖାନା ଉପରେ ଚଢ଼ାଉ
ବେଲଗୁଣ୍ଠା(୨୧/୪,ପିପିଏଲ୍ ନ୍ୟୁଜ୍ ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିଲେ ଓଡ଼ିଶା ଏବେ ଲକ୍ ଡାଉନ୍ ର ଦ୍ୱାରଦେଶର କହିଲେ ଅତ୍ୟୁକ୍ତି ହେବ ନାହିଁ । ଲକ୍ ଡାଉନ୍ ହେଲେ ସାଧାରଣ ବ୍ୟକ୍ତି ବିଶେଷ ଙ୍କୁ…
View More ବେଲଗୁଣ୍ଠା ପୋଲିସର ନକଲି ମଦ କାରଖାନା ଉପରେ ଚଢ଼ାଉସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଜକୁ ଜାଳିଲେ ଠିକା କର୍ମଚାରୀ
ସମ୍ବଲପୁର: (୨୦ /୦୪,ପିପିଏଲ୍ ନ୍ୟୁଜ୍ ):ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ । ନିଜକୁ ଜାଳିଲେ ଠିକା କର୍ମଚାରୀ । ଦୀନବନ୍ଧୁ ମିଶ୍ର ନାମକ ଜଣେ କର୍ମଚାରୀ ନିଜ ଦେହରେ ପେଟ୍ରଲ ଢାଳି ନିଆଁ ଲଗାଇ…
View More ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଜକୁ ଜାଳିଲେ ଠିକା କର୍ମଚାରୀନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ
ଭୁବନେଶ୍ୱର: (୨୦ /୦୪,ପିପିଏଲ୍ ନ୍ୟୁଜ୍ ): ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପାଇଁ ପହଞ୍ଚିଲେ ଛାତ୍ରଛାତ୍ରୀ । ବର୍ତ୍ତମାନ ସ୍ଥିତିକୁ…
View More ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦଅଭିନେତା ନାମିଶ୍ ତନେଜା କରୋନା ସଂକ୍ରମିତ
ନୂଆଦିଲ୍ଲୀ(୨୦ /୦୪,ପିପିଏଲ୍ ନ୍ୟୁଜ୍ ): କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ହୁ ହୁ ହୋଇ ଦ୍ରୁତଗତିରେ ବଢି ଚାଲିଛି । ଯେଉଁଥିପାଇଁ ସମସ୍ତେ ସବୁବେଳେ ସତର୍କ ରହିବା ଆବଶ୍ୟକ । କରୋନାର ଅତ୍ୟଧିକ…
View More ଅଭିନେତା ନାମିଶ୍ ତନେଜା କରୋନା ସଂକ୍ରମିତଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର(୨୦ /୦୪,ପିପିଏଲ୍ ନ୍ୟୁଜ୍ ) : ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ । ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହେବ ।…
View More ଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ ।
ଭୁବନେଶ୍ୱର(୨୦ /୦୪,ପିପିଏଲ୍ ନ୍ୟୁଜ୍ ) : ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କରୋନା ସଂକ୍ରମିତ…
View More ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ ।୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ
ଭୁବନେଶ୍ୱର(୨୦/୦୪,ପିପିଏଲ୍ ନ୍ୟୁଜ୍ ) : ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୧ ମେ’ ରୁ ଓଡିଶା ଯୁବ ବର୍ଗଙ୍କୁ ଟିକାକରଣ କରିବ ।…
View More ୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ