ଅଧରାତି ରେ ଭୂମିକମ୍ପ ଝଟକା, ଲୋକେ ଆତଙ୍କିତ!

ମୟୁରଭଞ୍ଜ ( ୦୪/୧୨,ପିପିଏଲ୍ ନ୍ୟୁଜ୍): ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରାତି ପ୍ରାୟ ୨:୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୩.୯ ଥିବା…

View More ଅଧରାତି ରେ ଭୂମିକମ୍ପ ଝଟକା, ଲୋକେ ଆତଙ୍କିତ!